News Cover by The Argus News of HII-Systems

ଗୋଟିଏ ସ୍ଥାନରେ ମିଳିବ ସବୁ ସୁବିଧା !


ଭୁବନେଶ୍ୱର: ସ୍ମାର୍ଟସିଟିରେ ସ୍ମାର୍ଟ କିଓସ୍କ  । ଆଧୁନିକ ଯୁଗରେ ସ୍ମାର୍ଟ କିଓସ୍କକୁ ଉଦଭାବନ କରି ଚର୍ଚ୍ଚାରେ ରହିଛନ୍ତି 5 ଇଞ୍ଜିନରିଂ ଛାତ୍ର   । ଯେଉଁଥିରେ ଏକକାଳୀନ ବିଭିନ୍ନ ଡିଜିଟାଲ ସୁବିଧା ଉପଲବ୍ଧ ହେଉଛି  । ଜରୁରୀକାଳିନ ଫୋନ କଲ ଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବିଭିନ୍ନ ଗେମ  , ଫୋନ ଚାର୍ଜ, ଡିଜିଟାଲ ଅଭିନନ୍ଦନ ମଧ୍ୟ ଏହି କିଓସ୍କ ମାଧ୍ୟମରେ କରିପାରିବେ  । ଏଭଳି ଏକ ଅତ୍ୟାଧୁନିକ ସୁବିଧା ମିଳିପାରୁଛି ଭୁବନେଶ୍ୱର ଇନଫୋସିଟି ରୋଜରେ ଥିବା ଗ୍ୟାଲେସିଆ ଗାର୍ଡେନରେ   । ଏଭଳି ଏକ ଯନ୍ତ୍ର ଉଦ୍ଭାବନ କରି ବେଶ୍ ଚର୍ଚ୍ଚାରେ 5 ଛାତ୍ର  ।



Pages